କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉଥିଲା କିଏ?

ମେମୋରି ଚିପ୍ ରହସ୍ୟ ଖୋଲି ପାରିବ ତ କ୍ରାଇମବ୍ରାଞ୍ଚ..? ଭୁବନେଶ୍ୱର: ମାନସ ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ କଏଦ୍‌ ହୋଇଥିବା ମେମୋରି ଚିପ୍ ହିଁ ମୁଖ୍ୟ କାରଣ ବୋଲି ଅଭିଯୋଗ ହୋଇଛି। ସୂଚନା ଓ ଲୋକମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ କିଛି ପ୍ରଭାବଶାଳୀଙ୍କ ଭିଡିଓ ରହିଥିବା କୁହାଯାଉଛି। ଏପରିକି ପୁରୀ ସମୁଦ୍ର କୂଳ ଓ ହୋଟେଲରେ ନିରଞ୍ଜନ ଓ ଯୁବତୀଙ୍କ ସହ … Continue reading କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉଥିଲା କିଏ?